ତ୍ରିପାଠୀ ସାହି ଗାଁ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗାଁ ମଝିରେ ଥିବା ରାସ୍ତାଟି ଗାଁକୁ ଦୁଇ ଭାଗରେ ବିଭକ୍ତ କରିଥାଏ । ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ଥିବା ଅଧା ଗାଁ ପୁରଣ ମୌଜା ତଥା ଉତ୍ତର ପାର୍ଶ୍ୱ ଅଧା ଗାଁ ଓଡ଼ିଶୋ ମୌଜା ଅନ୍ତର୍ଗତ ହୋଇଥାଏ । ଏକ ମାତ୍ର 'ମିଶ୍ର' ପରିବାରକୁ ଛାଡିଦେଲେ, ଗାଁରେ ରହୁଥିବା ଅନ୍ୟ ସମସ୍ତଙ୍କର ସାଙ୍ଗିଆ 'ତ୍ରିପାଠୀ' ହୋଇଥିବାରୁ ଗାଁଟିର ଏପରି ନାମକରଣ ହୋଇଛି । ଗାଁଟି 'ତିଆଡ଼ି ସାହି' ନାମରେ ମଧ୍ୟ ପରିଚିତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଜଗତସିଂହପୁରଠାରୁ ୬ କି.ମି. ଦୂରରେ ଅବସ୍ଥିତ । ସଦର ମହକୁମାଠାରୁ ବସ୍, ଅଟୋରିକ୍ସାଦ୍ୱାରା ଗାଁକୁ ସୁବିଧାରେ ଯାତାୟତ କରିହୁଏ ।

ଶିକ୍ଷା 
ଗାଁର ପୂର୍ବ ମୁଣ୍ଡରେ, 'ଓଡ଼ିଶୋ ତ୍ରିପାଠୀ ସାହି ପ୍ରାଥମିକ ବିଦ୍ୟାଳୟ' ତଥା ଗାଁର ଅନତି ଦୂରରେ ଓଡ଼ିଶାଗଡ଼ଠାରେ ବୀଣାପାଣି ଉଚ୍ଚବିଦ୍ୟାଳୟ' ଓ ଆଶ୍ରମପାଟଣାଠାରେ 'ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ' ଏବଂ 'ଆଶ୍ରମପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ' ରହିଛି ।

ସଂସ୍କୃତି 
ଗାଁର ପୂର୍ବ ମୁଣ୍ଡରେ, ପ୍ରାଥମିକ ବିଦ୍ୟାଳୟକୁ ଲାଗିକରି 'ଚମ୍ପେଶ୍ୱର ମହାଦେବ ମନ୍ଦିର,'କୃତାମଚଣ୍ଡୀ ମନ୍ଦିର' ଓ 'ତ୍ରିନାଥ ମନ୍ଦିର' ରହିଛି । କୃତାମଚଣ୍ଡୀଙ୍କୁ ଗ୍ରାମଦେବୀ ମାନ୍ୟତା ଦିଆଯାଏ । ଗାଁ ମଧ୍ୟରେ 'ରାଧାକୃଷ୍ଣ ମନ୍ଦିର'ଟିଏ ମଧ୍ୟ ରହିଛି । ଅନ୍ୟ ଏକ 'ହନୁମାନ ମନ୍ଦିର' ନିର୍ମଣାଧୀନ ଅବସ୍ଥାରେ ଅଛି ।

ଗାଁର ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ରଜ, ଦୋଳଯାତ୍ରା, ପାର୍ବଣ, ରାସ ପୂର୍ଣ୍ଣିମା ଏବଂ ଶୀତଳ ଷଷ୍ଠୀ 
ନୂତନ ଭାବରେ ଶ୍ରୀଜୀଉମାନଙ୍କର ଶ୍ରୀଗୁଣ୍ଡିଚା ରଥଯାତ୍ରା, ବାହୁଡ଼ା ଯାତ୍ରା ଅନ୍ୟତମ ।

ଜୀବନ ଜୀବିକା 
ଗାଁରେ ୩୯ଟି ପରିବାର ବସବାସ କରନ୍ତି ଓ ଲୋକସଂଖ୍ୟା ପ୍ରାୟ ୨୫୦ । ଗ୍ରାମବାସୀମାନେ ମୂଖ୍ୟତ କୃଷି ଓ ଗୋପାଳନ ଉପରେ ନିର୍ଭର କରି ଚଳନ୍ତି । ଗ୍ରାମର ପୂର୍ବ ଦିଗରେ ବହିଯାଇଥିବା ଅଳକା ନଦୀ ପଠା ପରିବା ଚାଷ ପାଇଁ ଖୁବ ଅନୁକୁଳ । ଜଳସେଚନ ପାଇଁ ଗ୍ରାମବାସୀମାନେ ଏକ ମାତ୍ର କେନାଲ ଉପରେ ନିର୍ଭର କରନ୍ତି । ଗ୍ରାମରେ ସରକାରଙ୍କଦ୍ୱାରା ବସାଯାଇଥିବା ନଳକୂପ ଗ୍ରାମବାସୀଙ୍କର ପାନୀୟ ଜଳର ଆବଶ୍ୟକତାକୁ ପୂର୍ଣକରିଥାଏ ।  ଗାଁରେ ଥିବା ଏକମାତ୍ର ପୋଖରୀକୁ ଗ୍ରାମବାସୀମାନେ ଗାଧୁଆ ପାଧୁଆ ଓ ମତ୍ସଚାଷ ପାଇଁ ବ୍ୟବହାର କରିଥାନ୍ତି । ଅଳ୍ପ କେତେକ ପରିବାର ଚାକିରି ଉପରେ ମଧ୍ୟ ନିର୍ଭର କରି ଚଳିଥାନ୍ତି । 

ଗାଁର ମହିଳାମାନେ 'ତ୍ରିନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ' ଗଢିଛନ୍ତି ।

ଆଧାର 

ଜଗତସିଂହପୁର ଜିଲ୍ଲା
ଜଗତସିଂହପୁର ଜିଲ୍ଲାର ଗାଆଁ ଓ ସହର
ଘେଁସ ବରଗଡ଼ ଜିଲ୍ଲାର 
ମେଲଛାମୁଣ୍ଡା ନିର୍ବାଚନୀ ମଣ୍ଡଳୀ ଅଧିନସ୍ତ ଗୋଟିଏ ଗ୍ରାମ । ଏହା ୬ ନମ୍ବର ଜାତୀୟ ରାଜପଥରେ ବରଗଡ଼ଠାରୁ ଛତିଶଗଡ଼ ରାଜ୍ୟକୁ ଯିବା ରାସ୍ତାରେ ୨୦ କି ମି ପରେ ସୋହେଲା ନାମକ ଯାଗାରୁ ପାଇକମାଲ୍ ନୁର୍ସିଂଘନାଥ ମନ୍ଦିର ଅଭିମୁଖେ ପ୍ରାୟତ ୨୦ କି ମି ଗଲା ପରେ ଘେଂସ ଗ୍ରାମ ପଡ଼ିଥାଏ । ଏଠାରେ ସାକ୍ଷୀ ଭାବେ ଅଛି ସହିଦ୍ ସ୍ତମ୍ଭ ଯାହାକି ମନେ ପକାଏ ବୀର ସୁରେନ୍ଦ୍ର ସାଏ ଓ ତତ୍କାଳୀନ ଜମିଦାରଙ୍କ ପାଞ୍ଚ ପୁତ୍ର ଅଇରି ସିଂଘ, ବଇରି ସିଂଘ ଆଦିଙ୍କ ବିରତ୍ୱର ଗାଥା । ଏ ଗ୍ରାମରେ ଜନ୍ମଗ୍ରହଣ  କରିଛନ୍ତି  କୋଶଳ ଭାଷାର ମହା କବି ଓ ଲେଖକ ହଲଧର ନାଗ  ।

ଆଧାର 

ବରଗଡ଼ ଜିଲ୍ଲାର ଗାଆଁ ଓ ସହର
ସୋରିଷ ଏକ ତୈଳବୀଜ ଅଟେ । ସୋରିଷ Brassica ଏବଂ Sinapis ପ୍ରଜାତିର ଏକ ମସଲାଜାତୀୟ ଗଛ । ଏହାର ମଞ୍ଜିକୁ ମସଲା ଭାବରେ ବ୍ୟବ‌ହାର କରାଯାଏ ।ସୋରିଷ ମଞ୍ଜିକୁ ଗୁଣ୍ଡ କରି ପାଣି, ଭିନେଗାର ଏବଂ ଅନ୍ୟାନ୍ୟ ତୈଳଜାତୀୟ ପଦାର୍ଥ ମିଶାଯାଇ ହଳଦିଆ ରଙ୍ଗର ସୋରିଷ ମସଲା ପ୍ରସ୍ତୁତ କରାଯାଏ । ସୋରିଷ ମଞ୍ଜିରୁ ସୋରିଷ ତେଲ ବାହାରିଥାଏ, ଯାହାକି ପ୍ରାୟତଃ ଓଡ଼ିଶାରେ ରୋଷେଇ କାର୍ଯ୍ୟରେ ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ । ଏବଂ ସୋରିଷଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।

ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ । 
ରାଇ ସୋରିଷ ଅନ୍ୟ ଜାତୀଯ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ୱେତ ସର୍ଷପ ରୁଚିକର, ଗତ୍ୱଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ ।

ଆକାର
ସୋରିଷ ମଞ୍ଜିଗୁଡ଼ିକ ଛୋଟ ଏବଂ ଗୋଲାକୃତି । ମଞ୍ଜିଗୁଡ଼ିକର ବ୍ୟାସ ୧ରୁ ୨ ମିଲିମିଟର ହୋଇଥାଏ ଏବଂ ମଞ୍ଜିଗୁଡ଼ିକର ରଙ୍ଗ ଇସତ୍ ହଳଦିଆରୁ କଳା ଯାଏ ହୋଇଥାଏ । ସୋରିଷର ପ୍ରଜାତି ଅନୁସାରେ ଏହାର ରଙ୍ଗର ପରିବର୍ତ୍ତନ ଦେଖାଯାଏ ।

ଚାଷ ପ୍ରଣାଳୀ
ସୋରିଷ  ଉତ୍ପାଦନ କ୍ଷେତ୍ରରେ  ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ୱଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୧୦ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ୱଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।  ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ  । ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ  ସୋରିଷ ଚାଷ ଭଲ ହୁଏ । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।

ବିହନ ବୁଣା
୧କିଲୋଗ୍ରାମ ବିହନ ପ୍ରତି ୩ଗ୍ରାମ ଥିରାମ ବା ଗ୍ରାମ କାର୍ବେଣ୍ଡଜିୟମ ବା ୧ଗ୍ରାମ ଭିଟାଭାକ୍ସ ଗୋଳାଇ ବିଶୋଧନ କରିବା ଉଚିତ । ସର୍ବଦା ଧାଡିରେ ବୁଣିବା ଉଚିତ । ସୋରିଷ ଧାଡିକୁ ଉତର-ଦକ୍ଷିଣ ଭାବେ ବୁଣିଲେ ସୂର୍ଯାଲୋକର ଉପଯୋଗ ଠିକ ହୋଇଥାଏ ଓ ଅମଳ ବୃଦ୍ଧି ପାଏ । ଅଣଜଳସେଚିତ ତୋରିଆ ଫସଲରେ ଆକାର ପ୍ରତି ୧୬:୮:୮ ଓ ଜଳସେଚିତ ଏବଂ ଅଣଜଳସେଚିତ ରାଇ ଫସଲରେ ୨୦:୧୦:୨୦  ଏବଂ ଜଳସେଚିତ ରାଇ ଫସଲରେ ୩୨: ୧୬ : ୧୬ ହିସାବରେ ସାର ପ୍ରୟୋଗ କରାଯାଏ । ଅଣଜଳସେଚିତ ଫସଲରେ ସମସ୍ତ ସାର ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ ହୁଏ । ମାତ୍ର, ଜଳସେଚିତ କ୍ଷେତ୍ରରେ ୫୦ ଭାଗ ଯବକ୍ଷାରଜନ, ଫସଫରସ ଓ ପଟାସ ସାରକୁ ମୂଳସାର ଭାବେ ଏବଂ ଅବଶିଷ୍ଟ ୫୦ଭାଗ ଯବକ୍ଷାରଜନ ବୁଣିବାର ୩ସପ୍ତାହ ପରେ ଘାସ ବାଛି ପ୍ରୟୋଗ କରାଯାଏ ।

ଜଳସେଚନ
ଗଛ ଉଠିବାର ୨୫ ଦିନ ପରେ ୧ମ ଓ ଫଳ ଧରିବା ଅବସ୍ଥାରେ ୨ୟ ଥର ପାଣି ମଡ଼ାଇଲେ ଗଛରେ ଡାଳ ଅଧିକ ହୋଇ ଫୁଲ, ଫଳ ଭଲ ହୁଏ ।

ଅମଳ
ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ । ଗଛରେ ଛୁଇଁଗୁଡ଼ିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ଏହି ସମୟରେ ମଞିରେ ଶତକଡା ୪୦ ଭାଗ ଜଳଅଂଶ ଥାଏ ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ ଓ ପରେ ପୁଣି ଖରାରେ  ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।

ବ୍ୟବ‌ହାର
ସୋରିଷ ମଞ୍ଜିକୁ ମସଲା ରୂପରେ ବ୍ୟବ‌ହାର କରାଯାଏ ଏବଂ ଏହାକୁ ଘଣାରେ ପେଡ଼େଇ ତେଲ ବାହାର କରି ମଧ୍ୟ ବ୍ୟବ‌ହାର କରାଯାଏ । 

 ସୋରିଷକୁ ଜିରା, ଅଦା ଆଦି ମସଲା ସ‌ହ ମିଶାଇ ପାରମ୍ପାରିକ ଓଡ଼ିଆ ଖାଦ୍ୟ ବେସର ପ୍ରସ୍ତୁତ କରାଯାଏ । ସୋରିଷକୁ ବାଟି ଏକ ମଣ୍ଡ ତିଆରି କରାଯାଏ ଏବଂ ବିଭିନ୍ନ ପ୍ରକାରର ତରକାରି ରାନ୍ଧିବାରେ ବ୍ୟବ‌ହାର କରାଯାଏ । 
 ସୋରିଷ ମଞ୍ଜିକୁ ମୁଖ୍ୟତଃ ତେଲ ବାହାର କରିବାରେ ବ୍ୟବ‌ହାର କରାଯାଏ । ସୋରିଷକୁ ପେଡ଼ାଇ ଯେଉଁ ତେଲ ବାହାର କାରଯାଏ ତାକୁ ସୋରିଷ ତେଲ କୁହାଯାଏ ।
ସୋରିଷ ତେଲ ଭାରତର ସବୁଆଡ଼େ ରୋଷେଇରେ ବ୍ୟବ‌ହାର ହୋଇଥାଏ ।
କେତେକ ସ୍ଥାନରେ ଆଚାର ପ୍ରସ୍ତୁତ କରିବାରେ ମଧ୍ୟ ସୋରିଷ ତେଲ ବ୍ୟବ‌ହାର କରାଯାଏ ।
ସୋରିଷ ତେଲକୁ ମଧ୍ୟ ଲୋକମାନେ ଦେହରେ ଲଗାଇଥାନ୍ତି ।
ସୋରିଷ ତେଲକୁ ମଧ୍ୟ ଔଷଧ ରୂପେ ବ୍ୟବ‌ହାର କରାଯାଏ । 
ସୋରିଷ ତେଲକୁ ରସୁଣ ସ‌ହ ଫୁଟାଇ ଗୋଡ଼ ତ‌ଥା ପାଦରେ ଘସିଲେ, ଥଣ୍ଡା କମେ ଏବଂ ଗୋଡ଼ହାତ ବିନ୍ଧାବିନ୍ଧି କମିଥାଏ । 
 ସୋରିଷ ଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।
 ସୋରିଷକୁ ଜୈବିକ ତେଲ ରୂପେ ବ୍ୟବ‌ହାର କରିବାର ଅନୁସନ୍ଧାନ ଚାଲିଛି ।

ଆଧାର

ବାହାର ତଥ୍ୟ

ଉଦ୍ଭିଦ ଜଗତ
ଔଷଧୀୟ ଗଛ
ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩  । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ  । ( ବିଗ୍ ବ୍ୟାଙ୍ଗ୍‌ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନ ଓ ହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମଠାରୁ ଅନେକ ଗୁଣରେ ଅଧିକ । )

ଧର୍ମ

ପରମାଣବିକ ସଂରଚନା

ସମସ୍ଥାନିକ

ଇତିହାସ 

ପେଟାଲାଇଟ (Petalite - LiAlSi4O10), ଯେଉଁଥିରେ ଲିଥିୟମ ରହିଥାଏ, ବ୍ରାଜିଲୀୟ ବୈଜ୍ଞାନିକ ଜୋସ ବୋନିଫାସିଓ ଡି ଆଣ୍ଡ୍ରାଡ଼େ ଇ ସିଲଭା ୧୭୦୦ ଶତାବ୍ଦୀର ଶେଷ ଆଡକୁ ତାଙ୍କର ସ୍ୱୀଡ଼େନ ଗସ୍ତ ବେଳେ ଆବିଷ୍କାର କରିଥିଲେ । ଜୋହାନ ଅଗଷ୍ଟ ଆର୍ଫ୍ୱେଡ଼ସନ୍‌ ୧୮୧୭ରେ ଲିଥିୟମ ଆବିଷ୍କାର କରିଥିଲେ ।

ଉତ୍ପାଦନ

ଲିଥିୟମ ବହୁଳ ମାତ୍ରାରେ ବ୍ୟବହାର ହଉଥିଲେହେଁ ଏହା ପ୍ରକୃତିକ ଭାବେ ଏହାର ମୂଳ ରୂପରେ ମିଳିନଥାଏ । ଏହାର ପ୍ରତିକ୍ରିୟାଶୀଳ ଗୁଣ ଯୋଗୁଁ ଏହା ଏକ ବା ଏକାଧିକ ଅନ୍ୟ ମୌଳିକ ଓ ଯୌଗିକ ଗୁଡ଼ିକ ସହ ବାନ୍ଧି ହୋଇ ରହିଥାଏ । ଖଣିଜ ପଦାର୍ଥରୁ ଏହା ଅତି ଅଳ୍ପ ପରିମାଣରେ ମିଳିଥାଏ; spodumene (LiAl(SiO3)2), amblygonite (Li,Na)AlPO4(F,OH)), lepidolite (KLi2Al(Al,Si)3O10(F,OH)2). ବ୍ୟବସାୟିକ ଭାବେ ବ୍ୟବହୃତ ଅଧିକାଂଶ ଲିଥିୟମ ବ୍ରିନ୍‌ସ୍ (brines)ରୁ ମିଳିଥାଏ । ଏହା ବ୍ୟତୀତ ତରଳ ଲିଥିୟମ କ୍ଳୋରାଇଡରେ ବୈଦୁତିକ ଚାର୍ଜ ପ୍ରବାହିତ କରାଇ ଲିଥିୟମ ବାହାର କରାଯାଏ । ପ୍ରତିବର୍ଷ ପାଖାପାଖି ୩୯ ଟନ ଲିଥିୟମ ତିଆରି ହୋଇଥାଏ ।

ଉପସ୍ଥିତି 
ବ୍ରହ୍ମାଣ୍ଡ: ୦.୦୦୬ ପିପିଏମ (ଓଜନ ଅନୁସାରେ)
ସୂର୍ଯ୍ୟ: ୦.୦୦୦୦୬ ପିପିଏମ (ଓଜନ ଅନୁସାରେ)
କାର୍ବନାସିୟସ ଉଲକା: ୧.୭ ପିପିଏମ
ଭୂତ୍ୱକ: ୨୦ ପିପିଏମ
ସମୁଦ୍ରଜଳ: ୦.୧୮ ପିପିଏମ
ମଣିଷ:
ଓଜନ ଅନୁସାରେ ୩୦ ପିପିବି
ଓଜନ ଅନୁସାରେ ୨୭ ପିପିବି

ଟୀକା

ଆଧାର

ବାହାର ଲିଙ୍କ 
 Lithium at The Periodic Table of Videos (University of Nottingham)
 International Lithium Alliance 
 USGS: Lithium Statistics and Information
 Lithium Supply & Markets 2009 IM Conference 2009 Sustainable lithium supplies through 2020 in the face of sustainable market growth
 University of Southampton, Mountbatten Centre for International Studies, Nuclear History Working Paper No5.

ରସାୟନ ବିଜ୍ଞାନ
ମୌଳିକ
ଗ୍ରୀକ ଭାଷା, ଇଣ୍ଡୋ-ୟୁରୋପୀୟ ଭାଷା ପରିବାରର ଏକ ସ୍ୱତନ୍ତ୍ର ଶାଖା ।

ଇତିହାସ

ଭୌଗୋଳିକ ବିସ୍ତାର

ବିଭକ୍ତି କରଣ

ଆଧାର

ଉତ୍ସ 
 W. Sidney Allen, Vox Graeca - a guide to the pronunciation of classical Greek. Cambridge University Press, 1968-74. 
 Robert Browning, Medieval and Modern Greek, Cambridge University Press, 2nd edition 1983, . An excellent and concise historical account of the development of modern Greek from the ancient language.
 Crosby and Schaeffer, An Introduction to Greek, Allyn and Bacon, Inc. 1928. A school grammar of ancient Greek
 Dionysius of Thrace, "Art of Grammar", "", c.100 BC
 David Holton, Peter Mackridge, and Irene Philippaki-Warburton, Greek: A Comprehensive Grammar of the Modern Language, Routledge, 1997, . A reference grammar of modern Greek.
 Geoffrey Horrocks, Greek: A History of the Language and Its Speakers (Longman Linguistics Library). Addison-Wesley, 1997. . From Mycenean to modern.
 Brian Newton, The Generative Interpretation of Dialect: A Study of Modern Greek Phonology, Cambridge University Press, 1972, .
 Andrew Sihler, "A New Comparative Grammar of Greek and Latin", Oxford University Press, 1996. An historical grammar of ancient Greek from its Indo-European origins. Some eccentricities and no bibliography but a useful handbook to the earliest stages of Greek's development.
 Herbert Weir Smyth, Greek Grammar, Harvard University Press, 1956 (revised edition), . The standard grammar of classical Greek. Focuses primarily on the Attic dialect, with comparatively weak treatment of the other dialects and the Homeric .

ବାହାର ଲିଙ୍କ

ପୃଷ୍ଠଭୂମି 

 Greek Language, Columbia Electronic Encyclopedia.
 The Greek Language and Linguistics Gateway, useful information on the history of the Greek language, application of modern Linguistics to the study of Greek, and tools for learning Greek.
 The Greek Language Portal, a portal for Greek language and linguistic education.
 The Perseus Project has many useful pages for the study of classical languages and literatures, including dictionaries.
 Ancient Greek Tutorials, Berkeley Language Center of the University of California, Berkeley

ଭାଷା ଶିକ୍ଷା 

 Learn Greek Grammar and vocabulary with pronunciation.
 Hellenistic Greek Lessons Greek-Language.com provides a free online grammar of Hellenistic Greek.
 Greek dictionary, tutorial and hangman program with texteditor, this shareware program is aimed at learning New Testament Greek.
 Greek spell checker 
  komvos.edu.gr, a website for the support of people who are being taught the Greek language.
 greek123.com - formerly Papaloizos Publications, is a second generation family run publishing firm that specializes in Modern Greek language learning materials for students of all ages.
 New Testament Greek Three graduated courses designed to help students learn to read the Greek New Testament
 a keyboard for typing greek characters for firefox
 Books on Greek language that are taught at schools in Greece (page in Greek)
 Greek Swadesh list of basic vocabulary words (from Wiktionary's Swadesh list appendix)
 USA Foreign Service Institute Modern Greek basic course

ଅଭିଧାନ 
 Greek-English/English-Greek dictionary 
 Translatum – The Greek translation Vortal (Dictionaries and terminology forum)
 Greek Lexical Aids, descriptions of both online lexicons (with appropriate links) and Greek Lexicons in Print.
 Online Greek-English and English-Greek dictionary  (Modern Greek)
 Online Greek ↔ English Dictionary  with gender and type of words
 The Greek Language Portal, dictionaries of all forms of Greek (Ancient, Hellenistic, Medieval, Modern). 
 scanned images from S. C. Woodhouse's English-Greek dictionary, 1910
 English to Greek Dictionary
 Greek-English ↔ English-Greek and Greek-Turkish ↔ Turkish-Greek Dictionary

ସାହିତ୍ୟ 
 Books in Greek , an extended list of searchable bibliographic information
  Center for Neo-Hellenic Studies, a non-profit organization that promotes modern Greek literature and culture
 Research lab of modern Greek philosophy, a large e-library of modern Greek texts/books
 The Treasure of the Greek Language , a large collection of e-books from all stages of Greek language

ଭାଷା
ବେରିଲିୟମ () ହେଉଛି ଏକ ରାସାୟନିକ ମୌଳିକ । ଏହାର ପ୍ରତୀକ Be ଓ ପରମାଣୁ କ୍ରମାଙ୍କ ୪  ।

ଧର୍ମ

ଭୌତିକ ଧର୍ମ

ନ୍ୟଷ୍ଠିକ ଧର୍ମ (ନ୍ୟୁକ୍ଲିୟାର ଧର୍ମ)

ସମସ୍ଥାନିକ 
7Be [3 neutrons

9Be [5 neutrons

ଉତ୍ପାଦନ 
ମୂଖ୍ୟତଃ ବେରିଲ୍‌ ଓ କ୍ରାଇସୋବେରିଲ୍‌ ନାମକ ଧାତୁପିଣ୍ଡରୁ ମିଳିଥାଏ ।

ବ୍ରାଜିଲ୍‌, ଆମେରିକା, ମାଡାଗାସ୍କର, ଜର୍ମାନୀ, ଚେକ୍‌ ରିପବ୍ଲିକ୍‌, ରୁଷିଆ ଓ ଭାରତ ମୁଖ୍ୟ ଉପ୍ତାଦନକାରି ଦେଶ । 

ବାର୍ଷିକ ଉପ୍ତାଦନ ପ୍ରାୟ ୩୬୦ ଟନ୍‌, ସାରା  ପୃଥିବୀରେ ପ୍ରାୟ ଚାରିଶହ ହଜାର ଟନ୍‌ ବେରିଲିୟମ ଗଛିତ ଥିବାର ଅନୁମାନ କରାଯାଇଛି।

ଇତିହାସ

ଆବିଷ୍କାର- ଫ୍ରେଡରିକ ଓଲର୍‌, ଏ.ଏ. ବୁସି

କେବେ-୧୭୯୮

କେଉଂଠି- ଜର୍ମାନୀ/ ଫ୍ରାନ୍ସ

ଉତ୍ପତି-  ବେରିଲ ନାମକ ମିନେରାଲରୁ

ବ୍ୟବହାର

ଆହୁରି ଦେଖନ୍ତୁ

ଟୀକା

ଆଧାର

ଆହୁରି ପଢନ୍ତୁ 
 
 Mroz MM, Balkissoon R, Newman LS. "Beryllium". In: Bingham E, Cohrssen B, Powell C (eds.) Patty's Toxicology, Fifth Edition. New York: John Wiley & Sons 2001, 177–220.
 Walsh, KA, Beryllium Chemistry and Processing. Vidal, EE. et al. Eds. 2009, Materials Park, OH:ASM International.
 Beryllium Lymphocyte Proliferation Testing (BeLPT). DOE Specification 1142–2001. Washington, DC: U.S. Department of Energy, 2001.

ବାହାର ଲିଙ୍କ 

 ATSDR Case Studies in Environmental Medicine: Beryllium Toxicity U.S. Department of Health and Human Services
 It's Elemental – Beryllium
 MSDS: ESPI Metals
 Beryllium at The Periodic Table of Videos (University of Nottingham)
 National Institute for Occupational Safety and Health – Beryllium Page
 Former Worker Medical Screening Program, U.S. Department of Energy
 National Supplemental Screening Program (Oak Ridge Associated Universities)
 Historic Price of Beryllium in USA

ରସାୟନ ବିଜ୍ଞାନ
ମୌଳିକ


ଇତିହାସ ଓ ନାମକରଣ 
ଆବିଷ୍କାର- ସାର ହମ୍ପ୍ରେ ଡେଭି, ଜୋସେଫ ଲୁଇସ୍‌ ଗେ ଲୁକାସ,ଲୁଇସ୍‌ ଜାକସ୍‌ ଥେନାର୍ଡ୍‌

କେବେ-୧୮୨୮

କେଉଂଠି- ଇଁଲଣ୍ଡ/ଫ୍ରାନସ୍‌

ଉତ୍ପତି-  ବୋରାକ୍ସ ଓ କାର୍ବନରୁ

ଧର୍ମ

ସମସ୍ଥାନିକ 
10B [5 neutrons] 
Abundance: 19.9%  
Stable with 5 neutron  
11B [6 neutrons] 
Abundance: 80.1%  
Stable with 6 neutron

ରାସାୟନିକ ଯୌଗିକ
ବୋରାକ୍ସ Na2B4O7 - 10H2O ,

ବୋରିକ ଏସିଡ୍‌ H3BO3 ,

ସୋଡିୟମ୍ ବୋରୋହାଇଡ୍ରାଈଡ୍‌  NaBH4 ,

ରେନିୟମ ଡାଇବୋରାଇଡ୍‌   ReB2 ,

ସୋଡିୟମ ପର୍‌ବୋରେଟ୍‌  NaBO3 ,
Reactions with air 
At higher temperatures, boron does burn in air to form boron(III) oxide, B2O3.  
  4B + 3O2(g)2B2O3(s) 
Reactions with halogens 
Boron reacts vigorously with fluorine, chlorine, and bromine to form boron(III) trihalides.  
  2B(s) + 3F2(g)2BF3(g) 
  2B(s) + 3Cl2(g)2BCl3(g) 
  2B(s) + 3Br2(g)2BBr3(g) 
Reactions with acids 
Crystalline boron does not react with boiling hydrochloric acid (HCl) or boiling hydrofluoric acid (HF). Powdered boron oxidizes slowly when treated with concentrated nitric acid, HNO3.

ଅବସ୍ଥିତି 
 କେର୍ନାଇଟ୍ ନାମକ ଓରରୁ ଉତ୍ପତି (Na2B4O7.10H2O).
ଆକଳନ କରାଯାଇଛି ଯେ  ପୃଥିବୀରେ  ଓର୍‌ ଆକାରରେ ଗଛିତ ଥିବା ବୋରୋନର ପରିମାଣ ପ୍ରାୟ 1010 କିଲୋଗ୍ରାମ  | ଆମେରିକା, ତିବତ, ଚିଲି ଓ ତୁର୍କୀ ମୂଖ୍ୟ ଉପ୍ତାଦନକାରି ଦେଶ |
ବହୁଳତା: 

ବିଶ୍ୱ: 0.001 ppm

ସୂର୍ଯ୍ୟ: 0.002 ppm

ପୃଥିବୀ ପୃଷ୍ଠ : 950 ppm

ସମୁଦ୍ର:  4.41 ppm

ମାନବ ଶରୀର 
700 ppb by weight
410 ppb by atoms

ଉତ୍ପାଦନ

ବ୍ୟବହାର 
ବୋରାକ୍ସ Na2B4O7 - 10H2O  ,ସାବୁନ, ଡିଟର୍‌ଜେଣ୍ଟ, କୀଟନାଶକ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ |

ବୋରିକ ଏସିଡ୍‌ H3BO3       ଆଣବିକ ଶକ୍ତି କେନ୍ଦ୍ରରେ  ଫିସିଅନ୍‌ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ, ଆଣ୍ଟିସେପଟିକ, କୀଟନାଶକ ଓ ଅଗ୍ନିର ପ୍ରଜ୍ୱଳନଶୀଳତାକୁ ହ୍ରାସ କରିବାରେ ବ୍ୟବହାର ହୋଇଥାଏ |

ସୋଡିୟମ୍ ବୋରୋହାଇଡ୍ରାଈଡ୍‌  NaBH4   ଔଷଧ ଓ ରାସାୟନିକ ଶିଳ୍ପରେ ବ୍ୟବହୃତ ହୋଇଥାଏ |

ରେନିୟମ ଡାଇବୋରାଇଡ୍‌   ReB2  ହିରା କାଟିବାରେ ବ୍ୟବହାର ହୋଇଥାଏ |

ଆହୁରି ଦେଖନ୍ତୁ

ଟୀକା

ଆଧାର

ବାହାର ଲିଙ୍କ 
 Boron at The Periodic Table of Videos (University of Nottingham)
 Boron

ରସାୟନ ବିଜ୍ଞାନ
ମୌଳିକ
ପର୍ଯ୍ୟାୟ ସାରଣୀର ଭିଡ଼ିଓ ହେଉଛି ୟୁ-ଟ୍ୟୁବରେ ଥିବା ଧାରାବାହିକ ଭିଡ଼ିଓ ଯାହାକି 'ବିବିସି'ର ପୂର୍ବତନ ସାମ୍ବାଦିକ Martyn Poliakoff, Peter Licence, Stephen Liddle, Debbie Kays, Neil Barnes, Sam Tang ଓ ଅନ୍ୟମାନଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ।

ବିକାଶ

ବିଷୟ

ଆର୍ଥିକ ସହାୟତା

ଭିଡ଼ିଓ

ଆଧାର

ବାହାର ଲିଙ୍କ 
 The Periodic Table of Videos website
 The Periodic Table of Videos YouTube Channel
 Test Tube Project

ପର୍ଯ୍ୟାୟ ସାରଣୀ
ୟୁ-ଟ୍ୟୁବ୍
ବାରଙ୍ଗ ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ସହର ତଥା ଏକ ପ୍ରମୁଖ ପଞ୍ଚାୟତ ସମିତି ଅଟେ । ଏହା କାଚ କାରଖାନା ଓ ନନ୍ଦନକାନନ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରଠାରୁ ମାତ୍ର ୧୫ କି.ମି ଦୂରତାରେ ବାରଙ୍ଗ ଅବସ୍ଥିତ ।

ଆଧାର 

କଟକ ଜିଲ୍ଲାର ଗାଆଁ ଓ ସହର
ଥୁଆମୂଳ-ରାମପୁର ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୭୦ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୫୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
ଭଦୋଦରା ଜିଲ୍ଲା,ଗୁଜରାଟର ମୋଟ ୩୩ଟି ଜିଲ୍ଲା ମଧ୍ୟରୁ ଏକ ଜିଲ୍ଲା ଅଟେ ।

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ଆଧାର

ବାହାର ତଥ୍ୟ 

 Vadodara Collectorate 
  List of places in Vadodara
 Vadodara Municipal Corporation

ଗୁଜରାଟର ଜିଲ୍ଲା
ଏହି ବିଷୟଟି ଏକ ନିର୍ଦ୍ଦିଷ୍ଟ ଗ୍ରାମ ମଙ୍ଗଳପୁର ନାମରେ ଲେଖାଥିଲେ ମଧ୍ୟ ମଙ୍ଗଳପୁର ନାମରେ ଓଡ଼ିଶାରେ ଅନେକ ଗ୍ରାମ ଅଛି । 

ମଙ୍ଗଳପୁର ଗାଁ - ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏକ ଗାଆଁ । ଏହି ଗାଆଁଟି ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଢେଙ୍କାନାଳଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏଠାରେ ଗୋଟିଏ ପ୍ରାଥମିକ ଓ ଏହାର ଅନତି ଦୂରରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି 
ଏହି ଗାଆଁରେ ଗୋଟିଏ ଶିବ ମନ୍ଦିର ଓ ବ୍ରାହ୍ମଣୀଦେଇ ନାମରେ ଗୋଟିଏ ଠାକୁରାଣୀ ମନ୍ଦିର ଅଛି ।

ଆଧାର 

ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲାର ଗାଆଁ ଓ ସହର
ତିତିଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି ।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ବାହାଳି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି ।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କଳାମାଟି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୮ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କୁଟୁଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୯ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି ।

ସଂସ୍କୃତି

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଠାକୁରଗଡ଼ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ସହର । ଏହି ସହରଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ,ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳ୍ୟ ଅଛି।

ସଂସ୍କୃତି 
ଏହି ସହରରେ ଏକ ବଡ଼ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଆମ୍ବସରମୁଣ୍ଡା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି 
ଏହି ଗାଆଁରେ ଏକ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଅଏଡ଼ା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କର୍ଲାମୁଣ୍ଡା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୩୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
ଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
କନ୍ତପଡ଼ା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି ।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ମଦନପୁର-ରାମପୁର ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୭୦ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୩୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

ଓଡ଼ିଶାର ଗାଆଁ ଓ ସହର
କଳାହାଣ୍ଡି ଜିଲ୍ଲା
କୋକସରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।

ଇତିହାସ
କୋକସରା କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ସହର ଅଟେ |ଏହା ମଧ୍ୟ ଦେଇ ଜାତୀୟ ରାଜପଥ NH-26 ଯାଇଅଛି |

ଜନସଂଖ୍ୟା
2001 ମସିହାର ଜନଗଣନା ଅନୁସାରେ,କୋକସରାର ଜନସଂଖ୍ୟା 4,255 ଥିଲା|ଏହା ମଧ୍ୟରୁ ମହିଳାଙ୍କ ସଂଖ୍ୟା 2,124 ଜଣ ଓ ପୁରୁଷଙ୍କ ସଂଖ୍ୟା 2,131 ଜଣ |କୋକସରାର ଶିକ୍ଷିତ ସଂଖ୍ୟା ହେଉଛି 2,266,ସେଥି ମଧ୍ୟରୁ ପୁରୁଷ ଶିକ୍ଷିତଙ୍କ ସଂଖ୍ୟା 1,435 ଓ ମହିଳା ଶିକ୍ଷିତଙ୍କ ସଂଖ୍ୟା 8,31 ଜଣ |

ନିକଟତମ ଦର୍ଶନୀୟ ସ୍ଥାନ 
 ଇନ୍ଦ୍ରାବତୀ ଡ୍ୟାମ 
 ଡୋକରୀଚଂଚରା

ଆଧାର 

ଓଡ଼ିଶାର ଗାଆଁ ଓ ସହର
କଳାହାଣ୍ଡି ଜିଲ୍ଲା
ସନ୍ତରାଗଡ଼ିଆ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଓଉପଦା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ବାଲେଶ୍ୱରଠାରୁ ୩୦ କି.ମି. ଦୂରରେ ଓ ଉପଖଣ୍ଡ ନୀଳଗିରିଠାରୁ ୧୧ କି.ମି. ଦୁରରେ ଅବସ୍ଥିତ ।

ଶିକ୍ଷା 
ଏହି ଗାଁ ମୁଣ୍ଡରେ ଗୋଟିଏ ଶିଶୁ ମନ୍ଦିର, ସରକାରୀ ପ୍ରାଥମିକ, ଏକ ମଧ୍ୟ ଇଂରାଜୀ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିଛି ।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିରଟିଏ ରହିଛି । ଏଠାରେ ପ୍ରତିବର୍ଷ ଜାଗରରେ ମେଳା ଅନୁଷ୍ଠିତ ହୋଇଥାଏ ।

ପର୍ଯ୍ୟଟନ 
୫ କିମି ଦୂରରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ୧୧ କିମି ଦୂରରେ ନୀଳଗିରି ଜଗନ୍ନାଥ ମନ୍ଦିର ରହିଛି । ୨ କିମି ଦୂରରେ ବିଶେଶ୍ୱର ମନ୍ଦିର ରହିଛି ।

ଆଧାର

ବାହାର ଲିଙ୍କ 

ବାଲେଶ୍ୱର ଜିଲ୍ଲା
ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର
ଗୋଲାମୁଣ୍ଡା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୫୦ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୪୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

ଓଡ଼ିଶାର ଗାଆଁ ଓ ସହର
କଳାହାଣ୍ଡି ଜିଲ୍ଲା
ଜୟପାଟଣା ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ତହସିଲ ସହର । ଏହା ଜିଲ୍ଲାର ମୁଖ୍ୟ ଦପ୍ତରଠାରୁ 78 କିଲୋମିଟର ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ 500 କିଲୋମିଟର ଦୁରବର୍ତୀ । ଏହି ସହରାପୂର୍ବ ଘାଟ ପର୍ବତଦ୍ୱାରା ଚତୁର୍ଦିଗରେ ଘେରିତ ଓ ଅରଣ୍ୟ ଅଞ୍ଚଳରେ ଅବସ୍ଥିତ ।

ଭୌଗୋଳିକ ଅବସ୍ଥିତି   
ଜୟପାଟଣାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ ହେଲା   19°28′14″N 82°59′50″E

ଇତିହାସ ଓ ଦର୍ଶନୀୟ  ସ୍ଥାନ ସମୂହ 
ଏହା କଳାହାଣ୍ଡି  ଅଞ୍ଚଳ ଏକ ଏକ ପ୍ରାଚୀନ ସହର । ଏଠାରେ ପ୍ରବାହିତ ହାତୀ ନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ବନ୍ଧ ( ମଙ୍ଗଳପୁର ବନ୍ଧ ) ରହିଛି । ଏହା ନିକଟରେ ଥିବା ମୁଖୀଗୁଡା ଏକ ପର୍ଯ୍ୟଟନ  ସ୍ଥଳୀ ହେବା ସହ ଏଠାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି । ଏଠାରୁ ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପ 7  କିଲୋମିଟର ଦୁରବର୍ତୀ । ଏହି ଅଞ୍ଚଳ ପ୍ରାଚୀନ କାଳରେ "ଯମଗୁଡା" ନାମରେ ପରିଚିତ ଥିଲା ଯାହା ପରେ ଜୟପଟଣାକୁ ପରିବର୍ତିତ ହେଲା ।

ଜନସଂଖ୍ୟା 
2001 ମସିହା ଜନଗଣନା ଅନୁସାରେ ଜୟପାଟଣାର ସମୁଦାୟ ଜନସଂଖ୍ୟା 108,531 ଥିଲା ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 49 % ଓ ମହିଳା ସଂଖ୍ୟା 51 % ଥିଲା । ଏହା ମଧ୍ୟରୁ ସାକ୍ଷ୍ୟର 36, 310 ରହିଥିବା ବେଳେ ପୁରୁଷ ସାକ୍ଷ୍ୟର 26,027 ଓ ମହିଳା ସାକ୍ଷ୍ୟର 10,583 ଥିଲା ।

ଶିକ୍ଷା 
 ଏଠାରେ ଇନ୍ଦ୍ରାବତୀ ଡିଗ୍ରୀ କଲେଜ ଓ ଜୁନିଅର କଲେଜ ସହ ଅନେକ ହାଇ ସ୍କୁଲ ଓ ପ୍ରାଥମିକ ସ୍କୁଲ ରହିଛି । ଏହା ବ୍ଯତୀତ ଇଂରେଜୀ ମିଡିଆମ ସ୍କୁଲ ଓ ସରସ୍ୱତୀ ବିଦ୍ୟା ମନ୍ଦିର ରହିଛି ।

ପୁନଶ୍ଚ ଦେଖଣା

ଆଧାର

ବାହାର ଲିଙ୍କ 
 Odishashampad 
 See the blogs about kalahandi
 Jaipatna Block office
 Archive.is (archived 2013-02-09) Webarchive template archiveis links
 Wikimapia
କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
ନର୍ଲା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।

ଗମନାଗମନ
ନର୍ଲାରୋଡ୍ ରେଳଷ୍ଟେସନଠାରୁ ଏହା ମାତ୍ର ୨ କିଲୋମିଟର ଓ ଉତ୍କେଲା ଉଡାଜାହାଜ ପଡ଼ିଆଠାରୁ ଏହା ୪୦ କିଲୋମିଟର ଦୂରତାରେ ଅବସ୍ଥିତ।

ଆଧାର 

କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
ଧର୍ମଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଉପଖଣ୍ଡ ଏବଂ  ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ 44 କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।

ଦର୍ଶନୀୟ ସ୍ଥାନ 

ଧରମଗଡରେ ଥିବା ପାରଦେଶ୍ୱର୍ ଶିବ ମନ୍ଦିରରେ ପାରଦରେ ନିର୍ମିତ ଶିବଲିଙ୍ଗ  ରହିଛି । ଏହି ପାରଦ ନିର୍ମିତ ଶିବଲିଙ୍ଗ ଓଡ଼ିଶାର ପ୍ରଥମ ତଥା ଭାରତର ତୃତୀୟ  ଅଟେ ।

ଆଧାର 

କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର
କଲମପୁର ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୨୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର 

ଓଡ଼ିଶାର ଗାଆଁ ଓ ସହର
କଳାହାଣ୍ଡି ଜିଲ୍ଲା
ନିଅନ () ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Ne ଓ ପରମାଣୁ କ୍ରମାଙ୍କ ୧୦  । ଏହା ଏକ ନିଷ୍କ୍ରିୟ ଗ୍ୟାସ  ।

ଇତିହାସ 
ଆବିଷ୍କାର- ମୋରିସ୍ ଟ୍ରେଭର୍‌ସ୍‌, ସାର ଉଇଲିୟମ ରାମ୍‌ସେ
କେବେ-୧୮୯୮
କେଉଂଠି- ଇଂଲଣ୍ଡ

ସମସ୍ଥାନିକ
20Ne [10 neutrons] 
Abundance: 90.48%  
Stable with 10 neutrons  
 
21Ne [11 neutrons] 
Abundance: 0.27%  
Stable with 11 neutrons  
 
22Ne [12 neutrons] 
Abundance: 0.205%  
Stable with 12 neutrons

ଅବସ୍ଥିତି

ବ୍ୟବହାର

ଯୌଗିକ

ଆହୁରି ଦେଖନ୍ତୁ

ଟୀକା

ଆଧାର

ବାହାର ଲିଙ୍କ 
 Neon at The Periodic Table of Videos (University of Nottingham)
 WebElements.com – Neon.
 It's Elemental – Neon
 USGS Periodic Table – Neon
 Atomic Spectrum of Neon
 Neon Museum, Las Vegas

ରସାୟନ ବିଜ୍ଞାନ
ମୌଳିକ
ସୋଡ଼ିଅମ () ହେଉଛି ଏକ ରାସାୟନିକ ମୌଳିକ । ଏହାର ପ୍ରତୀକ Na (; ନାଟ୍ରିଅମ୍ରୁ ଆସିଛି) ଓ ପରମାଣୁ କ୍ରମାଙ୍କ ୧୧  ।

ଧର୍ମ

ଭୌତିକ

ରାସାୟନିକ

ସମସ୍ଥାନିକ 
22Na [11 neutrons]
 
Abundance: synthetic  

Half life: 2.602 years [ beta+ ]
  
Decay Energy: 0.546 MeV 

Decays to 22Ne.  

Half life: 2.602 years [ Electron Capture ]  

Decay Energy: ? MeV 

Decays to 22Ne. 
 
Half life: 2.602 years [ Gamma Radiation ]  

Decay Energy: 1.2745 MeV 

23Na [12 neutrons] 

Abundance: 100%  
Stable with 12 neutrons

ଯୌଗିକ 
କେତେକ ସାଧାରଣ ସୋଡିୟମ୍‌ ଯୌଗିକ

ବୋରାକ୍ସ
ମନୋସୋଡିୟ ମିଥାଇଲ୍‌ ଆର୍ସନେଟ୍
ଡାଏସୋଡିୟମ ଗୁଆନିଲେଟ୍‌
ସୋଡିୟମ ବେଞ୍ଜୋଏଟ୍‌
ସୋଡିୟମ ବାଇକାର୍ବୋନେଟ
 ସୋଡିୟମ କ୍ଲୋରାଇଡ୍‌
 ସୋଡିୟମ ସାଇଟ୍ରେଟ୍‌
 ସୋଡିୟମ ସିଆନାଇଡ୍
 ସୋଡିୟମ ଡୋଡିସିଲ୍‌ ସଲ୍‌ଫେଟ
 ସୋଡିୟମ ଫ୍ଲୋରାଈଡ୍‌
 ସୋଡିୟମ ଆଇଓଡାଇଡ୍‌
 ସୋଡିୟମ ହାଇପୋକ୍ଲୋରାଇଟ୍‌
 ସୋଡିୟମ ମେଟାବାଇସଲଫାଇଟ୍‌	
 ସୋଡିୟମ ମନୋଫ୍ଲୋରୋଫସଫେଟ୍‌	
 ସୋଡିୟମ ନାଇଟ୍ରେଟ୍‌
 ସୋଡିୟମ ନାଇଟ୍ରାଇଟ୍
 ସୋଡିୟମ ପରସଲ୍‌ଫେଟ୍‌
 ସୋଡିୟମ ପ୍ରୋପିଓନେଟ୍
 ସୋଡିୟମ ପାଇରୋଫସ୍‌ଫେଟ୍
 ସୋଡିୟମ ସେଲେନାଇଟ୍‌		
 ସୋଡିୟମ ସିଲିକୋଆଲୁମିନେଟ୍
 ସୋଡିୟମ ଷ୍ଟେରଏଟ୍‌
 ସୋଡିୟମ ସଲଫାଇଟ
 ସୋଡିୟମ ଥିଓପେଣ୍ଟାଲ

ଇତିହାସ
ଆବିଷ୍କାର

କିଏ- ସାର୍ ହମ୍ପ୍ରେ ଡେଭି

କେବେ- ୧୮୦୭

କେଉଂଠି- ଇଂଲଣ୍ଡ

ନାମର ଉପ୍ତତି‌- ଲାଟିନ୍ ଶବ୍ଦ ନାଟ୍ରିଅମରୁ

ବହୁଳତା-

ବିଶ୍ହ‌-20 ppm (by weight)

ସୂର୍ଯ୍ୟ-40 ppm (by weight)

ପୃଥିବୀ ପୃଷ୍ଠ - 23000 ppm

ସମୁଦ୍ର-11500 ppm

ମାନବ ଶରୀର-1.4 x 106 ppb by weight  

          3.8 x 105 ppb by atoms

ବ୍ୟବହାର 
 ଔଷଧ, କୃଷି ଓ ଫଟୋଗ୍ରାଫିରେ ସୋଡିୟମ ବହୁଳ ଭାବରେ ବ୍ୟବହାର ହୋଇଥାଏ ।  

 ନ୍ୟୁକ୍ଲିୟର ରିଆକ୍ଟରକୁ ଥଣ୍ଡା କରିବା ନିମନ୍ତେ ତରଳ ସୋଡିୟମ ବ୍ୟବହାର କରାଯାଏ ।

 ସାବୁନ, ବ୍ୟାଟେରି, ଟେବୁଲ ସଲ୍ଟ, କାଚ ଓ ଷ୍ଟ୍ରିଟ ଲାଇଟ ନିର୍ମାଣରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ।

ଆହୁରି ଦେଖନ୍ତୁ

ଟୀକା

ଆଧାର

ବାହାର ଲିଙ୍କ 
 Sodium at The Periodic Table of Videos (University of Nottingham)
 Etymology of "natrium" – source of symbol Na
 The Wooden Periodic Table Table's Entry on Sodium
 Sodium isotopes data from The Berkeley Laboratory Isotopes Project's

ରସାୟନ ବିଜ୍ଞାନ
ମୌଳିକ
ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା । ଅମଡ଼ାବାଟ, ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।

ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ  ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।

ସାହିତ୍ୟ ସର୍ଜନା 
ଗଳ୍ପଲିଖନରୁ, ବସନ୍ତଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ କବିତା, ଉପନ୍ୟାସ, ଏକାଙ୍କିକା ଓ ଅନୁବାଦ ସାହିତ୍ୟରେ ମଧ୍ୟ ପ୍ରବେଶ କରିଥିଲେ । ଜେ. କୃଷ୍ଣମୂର୍ତ୍ତୀଙ୍କଦ୍ୱାରା ପ୍ରଭାବିତ ବସନ୍ତ କୁମାରୀ, ତାଙ୍କର ବହୁ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।

ରଚନାବଳୀ 
 ଅମଡ଼ାବାଟ (ଉପନ୍ୟାସ)
 ଚୋରାବାଲି (ଉପନ୍ୟାସ, ଅମଡ଼ାବାଟର ଦ୍ୱିତୀୟ ଭାଗ)
 ଅଲିଭାଚିତା (ଉପନ୍ୟାସ)
 ସଭ୍ୟତାର ସଜ (ଗଳ୍ପ ସଂକଳନ)
 ପାଲଟା ଢେଉ(ଗଳ୍ପ ସଂକଳନ)
 ଜୀବନ ଚିହ୍ନ (ଗଳ୍ପ ସଂକଳନ)
 ଚିତାନଳ (କବିତା ସଂକଳନ)
 ଜୁଆର ଭଟ୍ଟା (ଏକାଙ୍କିକା)
 ପରିଚିତିରୁ ମୁକ୍ତି (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
 କୃଷ୍ଣମୂର୍ତ୍ତୀଙ୍କ ଟିପାଖାତା (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
 ଅସମ୍ଭବ ପ୍ରଶ୍ନ(ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
 ପରିବର୍ତ୍ତନ ଏକାନ୍ତ ଜରୁରୀ (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)

ପୁରସ୍କାର ଓ ସମ୍ମାନ
 ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୧
 ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୬

ଆଧାର 

୧୯୨୩ ଜନ୍ମ
୨୦୧୩ ମୃତ୍ୟୁ
ଓଡ଼ିଆ ଔପନ୍ୟାସିକ
କଟକ ଜିଲ୍ଲାର ଲୋକ
ଲେଖକ
କନ୍ଧପଡ଼ା ,ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୧୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କମ୍ପଲା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କିଆକଟା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୮୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଫ୍ଲୋରିନ () ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ F ଓ ପରମାଣୁ କ୍ରମାଙ୍କ ୯  । ଏହା ସବୁଠାରୁ ହାଲୁକା ହାଲୋଜେନ ।

ଧର୍ମ

ଭୌତିକ

ପରମାଣବିକ ସଂରଚନା

ଆଣବିକ ସଂରଚନା

ରାସାୟନିକ

ସମସ୍ଥାନିକ

ଉତ୍ପତି ଓ ଅବସ୍ଥିତି

ବିଶ୍ୱରେ

ପୃଥିବୀରେ

ଇତିହାସ

ବ୍ୟବହାର

ବିପଦ

ଟୀକା

ଆଧାର

ବାହାର ଲିଙ୍କ 
 Fluorine at The Periodic Table of Videos (University of Nottingham)

ରସାୟନ ବିଜ୍ଞାନ
ମୌଳିକ
ମଇଁନ୍ଦିପୁର (ମଇଁନ୍ଦିପୁର ଶାସନ) ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଅବସ୍ଥିତି 
ଏହି ଗ୍ରାମଟି ବିଲୁଆଖାଇ ନଦୀ କୂଳରେସ୍ଥିତ । ଦେବୀ ନଦୀ ଓ ବିଲୁଆଖାଇ ମଧ୍ୟ ଭାଗରେ ଅବସ୍ଥିତ ବାଇଶିମଉଜାର ବାଇଶିଟି ଗ୍ରାମ ମଧ୍ୟରୁ ଅନ୍ୟତମ । ଗୋଟିଏ ପଟେ ବିଲୁଆଖାଇ ନଇ ଓ ନଇ ଅରପଟେ ବାଲିଆ ଗ୍ରାମ, ଅନ୍ୟ ତିନି ପଟେ ବାଗଲପୁର, ଚାଷିଖଣ୍ଡ ଓ କମଳପୁର ରହିଛି ।

ନାମକରଣ

ଗମନାଗମନ 
ମଇଁନ୍ଦିପୁର ଗ୍ରାମଟି ଜିଲ୍ଲାର ସଦର ମହକୁମା ଜଗତସିଂହପୁରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ । ପାଖ ରେଳ ଷ୍ଟେସନ ନାନ୍‌ପୁରଠାରୁ ୧୦ କି.ମି. ଓ କନ୍ଦରପୁରଠାରୁ ୧୨ କି.ମି. ଦୂରରେ ଅବସ୍ଥିତ । ବସ ଯୋଗେ କଟକଠାରୁ ୩୦ କି.ମି. ଦୂର ।

ଏହି ଗ୍ରାମକୁ ଆସିବାପାଇଁ

ଶିକ୍ଷା ଓ ସ୍ୱାସ୍ଥ୍ୟ 
ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ୧ କି.ମି. ଦୂରରେ ବାଲିଆ ଗ୍ରାମର ମୃତ ଅଳକା ନଦୀ ବାଲି ଶଯ୍ୟା ଉପରେ ଗୋଟିଏ ଉଚ୍ଚ ବିଦ୍ୟାଳୟଟିଏ ଅଛି ।

ଏହି ଗ୍ରାମରେ ଏକ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ।

ସଂସ୍କୃତି 
ଏହି ଗ୍ରାମରେ ମହାଦେବ ବୈଦ୍ୟନଥ ଓ ଗ୍ରାମଦେବତୀ ମଇଁନ୍ଦାଶୁଣି ଦେବୀଙ୍କ ମନ୍ଦିର ରହିଛି । ଏହା ବ୍ୟତୀତ ବ୍ରାହ୍ମଣ ଶାସନରେ ଗୋପୀନାଥ ମନ୍ଦିର ରହିଛି । ଏଠାରୁ ୦.୫ କି.ମି. ଦୂରରେ ମରିଚେଇଙ୍କ ମନ୍ଦିର ଓ ୧.୫ କି.ମି. ଦୂରରେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି ।

ମଇଁନ୍ଦିପୁରରେ ପ୍ରତିବର୍ଷ 'ଜାଗର ମେଳା' ଅନୁଷ୍ଠିତ ହୋଇଥାଏ । ଏହା ବ୍ୟତୀତ 'ଅଗି ଉତ୍ସବ' ବି ହୋଇଥାଏ ।

ଗ୍ୟାଲେରି

ଆଧାର

ବାହାର ଲିଙ୍କ 
 

ଜଗତସିଂହପୁର ଜିଲ୍ଲା
ଜଗତସିଂହପୁର ଜିଲ୍ଲାର ଗାଆଁ ଓ ସହର
କୁଦଗାଁ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୧୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କୁରୁମଟାପ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
କୃତ୍ତିବାସପୁର, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୭୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଜାମୁଡୋଲି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଟାପଢୋଲ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଟୁସର ,ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୬୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଓଡ଼ିଶାରେ ଦୁଇଟି ଟାଙ୍ଗୀ ଅଛି । ଗୋଟେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୪୦ କି.ମି ଦୂରତାରେ ଅବସ୍ଥିତ । ଏହା ମଧ୍ୟ ଏକ ତହସିଲର ଅନ୍ତର୍ଭୁକ୍ତ । ଏହି ସହର ମଧ୍ୟ ଦେଇ ୫ ନମ୍ବର ଜାତୀୟ ରାଜପଥ ଯାଇଅଛି । ୨୦୦୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ପାଖାପାଖି ୧୫, ୦୦୦ ବୋଲି ଦର୍ଶାଯାଇଛି । ଆଉ ଏକ ଟାଙ୍ଗୀ କଟକ ଜିଲ୍ଲାରେ ଏକ ସହର। ଏହା ମଧ୍ୟ ଟାଙ୍ଗୀ-ଚୌଦ୍ୱାର ତହସିଲର ଅନ୍ତର୍ଭୁକ୍ତ । ଏ ସହର ଛେନା କାକରା ପାଇଁ ପ୍ରସିଦ୍ଧ ଅଟେ । ଏ ଟାଙ୍ଗୀ କଟକ ସହରରୁ ୨୦ କି.ମି ଦୂରରେ ଅବସ୍ଥିତ ।

ଆଧାର 

ଓଡ଼ିଶାର ଗାଆଁ ଓ ସହର
ଖୋର୍ଦ୍ଧା ଜିଲ୍ଲା
ନଅଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୮୯ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ବାଲିଅନ୍ତା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୧୫ କି.ମି ଦୂରତାରେ ଅବସ୍ଥିତ । ଏହାର ଡାକଘର ପିନ କୋଡ଼ ୭୫୨୧୦୧ । ଏହି ବ୍ଲକରେ ପାଖାପାଖି ୧,୬୧,୦୦୦ ବ୍ୟକ୍ତି ବାସ କରନ୍ତି ।

ଗ୍ରାମ-ପଞ୍ଚାୟତ  ତାଲିକା 
ବାଲିଅନ୍ତାରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକର ତାଲିକା ।

ଅପରାଧ ହାର 
ବାଲିଅନ୍ତା ବ୍ଲକରେ ହୋଇଥିବା ଅପରାଧ ହାର:

ଆଧାର 

ଖୋର୍ଦ୍ଧା ଜିଲ୍ଲାର ଗାଆଁ ଓ ସହର
ପାଇକସାହି,ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ପୁରୁଣାମାଣତ୍ରୀ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ପେଡ଼ିପଥର, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୬୭ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ବାସୁଦେବପୁର, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଅଏଡ଼ା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୭୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ମାଧପୁର, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୦୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ସାନହୁଲା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୪୮ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଘଟଗାଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ସମିତି ତଥା ତହସିଲ । ଏହି ପଞ୍ଚାୟତ ସମିତିଟି ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହା  ସମୁଦ୍ରପତନଠାରୁ ୩୦୦ ମିଟର ଉଚ୍ଚରେ ଅବସ୍ଥିତ । ଜାତୀୟ ରାଜପଥ ୨୧୫ରେ ଏହା ଅବସ୍ଥିତ । ଭୁବନେଶ୍ୱର  ଏହାର ନିକଟତମ ବିମାନ ବନ୍ଦର ।  ଏହା ଜିଲ୍ଲାର ସଦର ମହକୁମା କେନ୍ଦୁଝରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ପ୍ରାୟ ୧୭୫ କି.ମି. ହେବ ।

ଦର୍ଶନୀୟ ସ୍ଥାନ 

ମାଆ  ତାରିଣୀ ମନ୍ଦିର ପାଇଁ ଘଟଗାଁ ବିଖ୍ୟାତ । ସାରା ଓଡ଼ିଶାରୁ ପ୍ରତ୍ୟହ ଅନେକ ପର୍ଯ୍ୟଟକ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି । ମା  ତାରିଣୀଙ୍କୁ ଓଡ଼ିଶାର ଅନ୍ୟତମ ଆରାଧ୍ୟା ଦେବୀ ଭାବରେ ପୂଜା ଅର୍ଚନା କରାଯାଏ । ଦୂର ଦୁରନ୍ତ ସହରର ଭକ୍ତମାନେ  ମା ତାରିଣୀଙ୍କ ମନ୍ଦିରକୁ ନିଜେ ଆସି ନ ପାରିଲେ ତାଙ୍କ ମନ୍ଦିରରେ ଅର୍ପଣ ପାଇଁ ନଡିଆ ଓ ପୂଜା ଶାଢ଼ୀ ପଠାନ୍ତି । ଏଠି ପାଇଁ ବିଭିନ୍ନ ସହରର ବସଷ୍ଟାଣ୍ଡ ମାନଙ୍କରେ ବାକ୍ସ ରଖାଯାଇଥାଏ । ସେଥିରେ ଏହା ରଖିଦେଲେ ଘଟଗାଁ ଆଡକୁ ଯାଉଥିବା ବସର କର୍ମଚାରୀମାନେ ତାହା ପ୍ରତ୍ୟହ ବିନା ଶୁଳ୍କରେ ନେଇ ମନ୍ଦିରରେ ଅର୍ପଣ କରିଥାଆନ୍ତି ।

ଆଧାର 

କେନ୍ଦୁଝର ଜିଲ୍ଲା
କେନ୍ଦୁଝର ଜିଲ୍ଲାର ଗାଆଁ ଓ ସହର
ସାପଘରା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୫୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଲୁଣାହାଣ୍ଡି, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୦୨ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ ମହେଶ୍ୱରୀ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଲୁହାସିଙ୍ଗା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୦୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଅଙ୍ଗାରବନ୍ଧ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର
ଅନ୍ତୁଳିଆ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ 
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା 
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି 
ଏହି ଗାଆଁଠାରୁ ଅଳ୍ପ ଦୂରରେ  ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର 

ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲାର ଗାଆଁ ଓ ସହର